କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଆଗାମୀ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରାକୁ ଲକ୍ଷରେ ରଖି ଚନ୍ଦନ ପୁଷ୍କରଣୀରୁ ୫ଟି ଡଙ୍ଗାକୁ ଭୋଇ ସେବକ ମାନେ ବାହାର କରିବାର ପରମ୍ପରା ରହିଛି । ଚନ୍ଦନଯାତ୍ରା ପରେ ନନ୍ଦା, ଭଦ୍ରା,ବୈଜନ୍ତରୀ ନାମରେ ଚନ୍ଦନ ଯାତ୍ରାରେ ବ୍ୟବହୃତ ପାଞ୍ଚଟି ଡଙ୍ଗାକୁ ପାଣିରେ ବୁଡାଇ ଦିଆଯାଇଥାଏ। ଆଜି ପରମ୍ପରା ମୁତାବକ ଏହି ସମସ୍ତ ଡଙ୍ଗାକୁ କଢାଯାଇ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୃତି କରାଯାଇଥାଏ। ଆଗାମୀ ଏପ୍ରିଲ ୨୩ ତାରିଖରେ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା। ନରେନ୍ଦ୍ର ପୁଷ୍କରଣୀରେ ୨୧ଦିନଧରି ମଦନମୋହନ, ଭୂଦେବୀ ଶ୍ରୀଦେବୀ ଓ ରାମକୃଷ୍ଣ ପଞ୍ଚୁପାଣ୍ଡବ ଜଳକ୍ରୀଡା କରିବେ।
Related Stories
November 24, 2024
November 24, 2024