ଭୁବନେଶ୍ୱର, ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କେନ୍ଦ୍ର ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରି ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରକୁ ଏଏସଆଇର ସଂରକ୍ଷିତ ମନୁମେଂଟ ଭାବେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି। ଶ୍ରୀମତୀ ଷଡଙ୍ଗୀ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ରେଡ୍ଡୀ ମଧ୍ୟ ଏହି ଦିଗରେ ସମ୍ପୂର୍ଣ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ସେ ଜଣାଇଛନ୍ତି ।
Related Stories
November 22, 2024