ଭୁବନେଶ୍ୱର, ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଣମ୍ୟ ପୁରୁଷ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ମୂର୍ତି ସ୍ଥାପନ ବିରୁଦ୍ଧରେ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଂଟିନ ଛକ ଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହେବ ।