
କନ୍ଧମାଳ , ଫୁଲବାଣୀ ସହର ର ପୋଲିସ୍ ହାଇ ସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବର୍ଷା ଜଳ ଉପରେ ଚିତ୍ରା ଙ୍କ ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କlଯ୍ୟକର୍ମ କୁ ମୂଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲ ଫୁଲବାଣୀ ର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମି ସତ୍ୟବାନ ଦଳବେହେରା, ସ୍ୱଚ୍ଛ । ସେବୀ ରିତୀମା ବାଘ, ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କ ନ ଓ କୁଇ ଜ ପ୍ରତି ଯୋଗୀତ । ଅନୁଷ୍ଠିତ ହୋଇଥିଲା ଏଥିର ପି ପ୍ରେମ କୁମର ପ୍ରଥମ, ସୋମନାଥ ନାୟକ ଦ୍ଵିତୀୟ, ଆଲୋକ ଦିଗାଲ ତୃତୀୟ ହୋଇ ଥିଲେ ସେହିପରି କୁ ଇ ଜ ରେ ଅଙ୍କିତ ଦିଗାଲ ପ୍ରଥମ, ଆଶିଷ ମହାନନ୍ଦ ଦିତୀୟ ଏବଂ ଜ୍ୟୋତି ମୟୀ ମିଶ୍ର ତୃତୀୟ ହୋଇ ଥିଲେ l ମୂଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନ ଙ୍କୁ ଅବଗତ କରିଥିଲେ । ବୈଠକ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ଅନ୍ୟା ନ୍ୟ ଅତିଥି ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କ କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ମେଘlରଣି ମହାପାତ୍ର ଧନ୍ୟ ବାଦ ଅର୍ପଣ କରି ଥିଲେ।