
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ଜ଼ିଲ୍ଲା ଓକିଲ ସଂଘର ନୂତନ ମନୋନୟନ କର୍ମକର୍ତା ଜ଼ିଲ୍ଲା ଓ ଦୌରା ଜଜ ମାନ୍ୟବର ଶ୍ରୀଯୁକ୍ତ ଶିତିକଣ୍ଠ ସାମଲ ଙ୍କୁ ସାକ୍ଷାତ କରିଛନ୍ତି |
ଓକିଲ ସଂଘର ସଭାପତି ରାମପ୍ରସାଦ ଦାଶ, ଉପସଭାପତି କାଳୀ ପ୍ରସାଦ ନାୟକ , ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ , ଯୁଗ୍ମ ସମ୍ପାଦକ ବିଭୂଦତ୍ତ ପଟ୍ଟନାୟକ , ଚିତ୍ତରଞ୍ଜନ ବିଶ୍ୱାଳ ,ପ୍ରଶାନ୍ତ କୁମାର ରଣା କାର୍ଯ୍ୟକାରୀ ସଦସ୍ୟ ଅନିଲ କୁମାର ସାହୁ, ସୋମନାଥ ରଣା, ତପନ କୁମାର ବାରିକ, ଭାଗବତ ପଟ୍ଟନାୟକ
ଓ ବିଶ୍ୱଭୂଷଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ |