
ଝାରସୁଗୁଡ଼ା, ଝାରସୁଗୁଡ଼ାର ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା ମାମଲାର ତଦନ୍ତ ଜାରୀ ରଖିଛି ପୋଲିସ । ପଚରା ଉଚରା ପାଇଁ ବୁର୍ଲାରୁ ଜଣକୁ ଉଠାଇ ନେଇଛି ଝାରସୁଗୁଡ଼ା ପୋଲିସ । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ରାତିରେ ବୁର୍ଲା ଏବଂ ଭେଡେନ ଆଣିଥିଲା ପୋଲିସ ।
ଏଠାରେ ଉଲ୍ଲେଖଯୋଗ୍ୟ, ସମର୍ଥଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ୯୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ ।