ଗଞ୍ଜାମ, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର ଖମାରି ଗ୍ରାମ ନିକଟରେ ଆଜି ଏକ ଅଟୋକୁ ଯାଂଚ୍ ବେଳେ ସେଥିରୁ ୭୭.୭୬ ଲିଟର ନକଲି ବିଦେଶୀ ମଦ, ୩୦ ଲିଟର ସ୍ପିରିଟ ଏବଂ ୫୦୪ ବୋତଲ ନକଲି ବିଦେଶୀ ମଦ ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି ।