ଭୁବନେଶ୍ୱର,ବଲାଙ୍ଗୀର ଫେକ ସାର୍ଟିଫିକେଟ ମାମଲାରେ କ୍ରାଇମ ବ୍ରାଂଚ କେବେ ବି ନ୍ୟାୟ ଦେଇ ପାରିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ।
ପାର୍ଟୀ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଶାସକ ଦଳର ସଂପୃକ୍ତି ଥିବା ମାମଲା ରେ ଏମାନେ ଚୁପ୍ ରହିବେ । ଅନେକ ମାମଲା ରେ ଏପରି ହୋଇ ସାରିଛି ।