ଭୁବନେଶ୍ୱର – ପୂର୍ବ ନିଷ୍ପତି ଅନୁଯାୟୀ ଆସନ୍ତାକାଲି ବିଧାନସଭା ସମ୍ମୁଖରେ ଥିବା ଏମଏଲଏ କ୍ୱାର୍ଟର ଭଙ୍ଗାଯିବ । ସେଠାରେ ବହୁତଳ ବିଶିଷ୍ଟ ଅତ୍ୟାଧୁନିକ କୋଠାମାନ ନିର୍ମାଣ କରାଯିବ । ଯୋଜନା ଅନୁଯାୟୀ ପାର୍କ, ଜିମ୍, ସୁଇମିଂ ପୁଲ୍, କମ୍ୟୁନିଟି ହଲ୍ ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୪୨ଟି ଏମଏଲଏ କ୍ୱାର୍ଟର ଭଙ୍ଗାଯିବ । ଏପର୍ଯ୍ୟନ୍ତ ୨୪ଜଣ ବିଧାୟକ କ୍ୱାର୍ଟର ଛାଡ଼ିଥିଲାବେଳେ ଅନ୍ୟମାନେ ଛାଡ଼ିନାହାନ୍ତି । ସେମାନଙ୍କୁ ଅତିଶୀଘ୍ର କ୍ୱାର୍ଟର ଖାଲି କରିବା ପାଇଁ କୁହାଯାଇଛି ।
Related Stories
November 1, 2024