ଭୁବନେଶ୍ଵର, ରାଜ୍ୟର କେତେକ ଅଂଚଳରେ ଆଜି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି । ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଂଚଳରେ ବିଜୁଳି ଘଡଘଡ଼ି ଏବଂ ଝଡ଼ ପବନ ଘଂଟା ପ୍ରତି ୪୦ ରୁ ୫୦ କି.ମି. ଲାଗି ରହିଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024