ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ସର୍ବାଧିକ ୫୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାର ପଡ଼ିଆରେ ୩୫.୨ ମି.ମି., ବାଲେଶ୍ୱର ଜିଲ୍ଲା ରେମୁଣାରେ ୨୫.୦, କୋରାପୁଟ ଜିଲ୍ଲା ଲମତାପୁଟରେ ୨୨.୪, ନବରଙ୍ଗପୁର ଜିଲ୍ଲା ଝରିଗାଁରେ ୧୮.୪, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ୧୭.୨, କୋରାପୁଟ ଜିଲ୍ଲା ପଟାଙ୍ଗିରେ ୧୭.୨, କେନ୍ଦୁଝର ଜିଲ୍ଲାର ହାଟଡିହିରେ ୧୧.୧, ବାଲେଶ୍ଵର ଜିଲ୍ଲାର ବାହାନଗାରେ ୧୦.୦ ଏବଂ ଭଦ୍ରକ ଜିଲ୍ଲାର ବନ୍ତରେ ୧୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 23, 2024