ଗଞ୍ଜାମ, ଟ୍ରେନ୍ ଯାତ୍ରା ପାଇଁ ବରିଷ୍ଠ ନାଗରିକଙ୍କୁ ରିହାତି ଏବଂ ପାସେଞ୍ଜର ଟ୍ରେନ୍ ରେ ଭଡ଼ା କମ୍ କରିବା ଭଳି ୧୦ ଦଫା ଦାବି ନେଇ ଆଜି ବ୍ରହ୍ମପୁର ଷ୍ଟେସନ ବାହାରେ ସଂସ୍କାରବାଦି ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଟ୍ରେନ୍ ଯାତ୍ରା ପାଇଁ ବରିଷ୍ଠ ନାଗରିକ ମହିଳାଙ୍କୁ ୫୦ ପ୍ରତିଶତ ଓ ପୁରୁଷଙ୍କୁ ୪୦ ପ୍ରତିଶତ ରିହାତି ଦିଆଯାଉ ଏବଂ ବ୍ରହ୍ମପୁର- ପୁରୀ ଟ୍ରେନ୍ ଚଳାଚଳ ନିମନ୍ତେ ସେମାନେ ଦାବି କରିଛନ୍ତି ।