ଭୁବନେଶ୍ୱର ,ବିଜେଡିର ଖୋର୍ଦ୍ଧା ଜିଲ୍ଲା କମିଟିରେ ନୂତନ କାର୍ଯ୍ୟକର୍ତାଙ୍କୁ ନିଯୁକ୍ତି ମିଳିଛି । ଜିଲ୍ଲା କମିଟିର ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି କମିଟିର ଉପଦେଷ୍ଟା ଭାବେ ରାମ ଚନ୍ଦ୍ର ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଏହା ବ୍ୟତୀତ କମିଟିରେ ୩୯ ଜଣ ଉପସଭାପତି, ୩୩ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ମିଡିଆ ସେଲ୍ କୋ ଅର୍ଡିନେଟର ଓ ୪୨ ଜଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି ।
Related Stories
November 23, 2024