ଭୁବନେଶ୍ୱର, ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକର ବିଡିଓ ଦ୍ୱାରା ସ୍ଥାନୀୟ ବଣେଇର ବିଧାୟକଙ୍କ ସହ ଦୁର୍ବ୍ୟବହାର ମାମଲାକୁ ବିଧାନସଭାରେ ଏତେ ଥର ଉଠାଯିବା ପରେ ତାଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାକୁ ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଯଦି ଏପରି ସ୍ଥିତି ଜାରୀ ରହେ ତେବେ ବିଧାନସଭାକୁ କିଏ ମାନିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
Related Stories
November 24, 2024
November 24, 2024