ନୂଆଦିଲ୍ଲୀ/ଭୁବନେଶ୍ୱର, ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ଏସଏଟି) ଉଚ୍ଛେଦ ନିଷ୍ପତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ସ୍ୟାଟ୍ ଉଚ୍ଛେଦ ନେଇ ହାଇକୋର୍ଟ ନିର୍ଦ୍ଦେଶକୁ ଦେଇଥିଲେ ।
ସ୍ୟାଟ୍ ଉଚ୍ଛେଦ ନେଇ ୨୦୧୯ରେ କେନ୍ଦ୍ର ବିଜ୍ଞପ୍ତି ଜାରି କରିଥିଲା । କେନ୍ଦ୍ରର ନିଷ୍ପତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇ ଥିଲା ସ୍ୟାଟ୍ ବାର୍ । ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ରର କ୍ଷମତା ଥିବା କହିଥିଲେ ହାଇକୋର୍ଟ
। ଏହାପରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲା ବାର୍ । ସୁପ୍ରିମକୋର୍ଟ ୨୦୨୨ରେ ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ ।