କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଶୁକ୍ରବାର ଦିନ ବାରଟା ସମୟରେ ଡାକୋଟା ବିମାନ କୁ ମାଳ ମହାପ୍ରସାଦ ଓ ମହାଦୀପ ଏବଂ ପତିତପାବନ ବାନା ଦେଇ ସ୍ୱାଗତ କରିବାକୁ ପୁରୀରୁ ଶ୍ରୀ ଜଗନ୍ନାଥ ସେନା ଯାଇଥିଲା । ସଫଳ ହେଲା ଶ୍ରୀ ଜଗନ୍ନାଥ ସେନା ର ଆନ୍ଦୋଳନ ଓଡ଼ିଶା ଫେରିଲା ବିଜୁବାବୁଙ୍କ ପ୍ରିୟ ଐତିହାସିକ ଡାକୋଟା ବିମାନ ହେଲେ ବିଡମ୍ବନାର ବିଷୟ ତାହା ପୁରୀ ଆସିପାରିଲା ନାହିଁ ।
ଡ଼ାକୋଟା ବିମାନଙ୍କୁ ଓଡିଶା ପୁରୀକୁ ଆଣିବା ପାଇଁ ଶ୍ରୀଜଗନ୍ନାଥ ସେନା ପ୍ରଥମ ପ୍ରୟାସ କରିଥିଲା ହେଲେ ପୁରୀ ଆସିପାରିଲା ନାହିଁ ପରିବର୍ତ୍ତେ ଭୁବନେଶ୍ୱରରେ ପ୍ରତିଷ୍ଠା ସମୟରେ ସେନାକୁ ସଦସ୍ୟଙ୍କୁ ନିମନ୍ତ୍ରିତ କରାଗଲା ନାହିଁ |
Related Stories
November 23, 2024