କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ବୃନ୍ଦାବତୀ ନିବାସ ପରିସରରେ ସପ୍ତ ଦିନାତ୍ମକ ଶ୍ରୀମଦ ଭାଗବତ କଥା ଆରମ୍ଭ ହୋଇଛି | ମାର୍ଚ୍ଚ ୧୨ ତାରିଖ ରୁ ଆରମ୍ଭ ହୋଇଥିବା ଭାଗବତ କଥାର ଚତୁର୍ଥ ଦିବସ ଅବସରରେ କଥା ମାଧ୍ୟମରେ ବୃନ୍ଦାବନର ପଣ୍ଡିତ ଦୀପକ କୃଷ୍ଣ ଶାସ୍ତ୍ରୀ ଜି ମହାରାଜ କୃଷ୍ଣ ଲୀଳା ବିଷୟରେ ବର୍ଣ୍ଣନା କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ମାହାତ୍ମ୍ୟ ପରିପ୍ରକାଶ କରିଥିଲେ |ଏହି ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସିଂହାରୀ ସେବକ ସତ୍ୟନାରାୟଣ କର ସିଂହାରୀ ମଞ୍ଚାସିନ ଥିଲେ |
Related Stories
November 24, 2024
November 24, 2024