-
ବାଚସ୍ପତି ଦେଲେ ରୁଲିଂ
-
ଡ୍ରାଇଭର ଆନ୍ଦୋଳନକୁ ନେଇ ଆସନ୍ତା କାଲି ଗୃହରେ ବିବୃତି ଦେବେ ମନ୍ତ୍ରୀ
ଭୁବନେଶ୍ୱର, ରାଜ୍ୟରେ ଚାଲିଥିବା ଡ୍ରାଇଭର ମାନଙ୍କର ଆନ୍ଦୋଳନ ସମ୍ପର୍କରେ ବିରୋଧୀ ଦଳର ବିଧାୟକ ମାନଙ୍କ ହଟ୍ଟଗୋଳ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ସେ ରାଜ୍ୟର ପରିବହନ ମନ୍ତ୍ରୀଙ୍କୁ ଡ୍ରାଇଭରଙ୍କ ସହ ଆଲୋଚନା କରି କାଲି ଗୃହରେ ବିବୃତି ଦେବାକୁ ନିର୍ଦେଶ ଦେଇଛନ୍ତି ।