ଭୁବନେଶ୍ୱର, କୋଭିଡ ଓ ଏଚ୩ଏନ୨ ଭାଇରସର ଲକ୍ଷଣ ସମାନ । ଲକ୍ଷଣ ଦେଖାଗଲେ ଅଯଥା ମନଇଚ୍ଛା ଔଷଧ ଖାଆନ୍ତୁ ନାହିଁ । ବିନା ପରାମର୍ଶରେ ଆଂଟିବାୟୋଟିକ ଓ ଷ୍ଟେରଏଡ ଖାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଲକ୍ଷଣ ସମାନ ହୋଇଥିବାରୁ କୋଭିଡ୍ ନେଗେଟିଭ୍ ହେଲେ ସାମ୍ପଲ ସଂଗ୍ରହ କରି ପଠାନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ ଓ ନିଜକୁ ଆଇସୋଲେଟ୍ କରନ୍ତୁ ।ଏହାସହ ଲକ୍ଷଣ ବଢ଼ୁଥିବାରୁ ଆଇଏଲଏସ ସର୍ଭିଲାନ୍ସ ବଢ଼ାଯିବ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024