ଭୁବନେଶ୍ୱର, ଲେଡି ବା୍ଲକ୍ ମେଲର ଅର୍ଚ୍ଚନା ନାଗ ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଅର୍ଚ୍ଚନା ନାଗ୍ର ଜାମିନ ଆବେଦନ ଉପରେ ଶୁଣାଣି ବେଳେ ହାଇକୋର୍ଟ ତଦନ୍ତର ଅଗ୍ରଗତି ନେଇ ତଦନ୍ତକାରୀ ଅଧିକାରୀଙ୍କୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ହାଇକୋର୍ଟ । ନୟାପଲ୍ଲୀ ଥାନା ଅନ୍ତର୍ଗତ ଅକ୍ଷୟ ପରିଜାଙ୍କ ମାମଲାରେ ରିପୋର୍ଟ ମଗାଯାଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024