ଭୁବନେଶ୍ୱର, ଓଡ଼ିଶାରେ ଗତ ୨ ମାସ ମଧ୍ୟରେ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି । ଗତ ଜାନୁଆରୀ ଓ ଫେବୃଆରୀ ମାସରେ ୨୨୫ଟି ନମୂନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍୩ଏନ୍୨ ପଜିଟିଭ୍ ବାହାରିଥିଲା । ଭୁବନେଶ୍ୱରସ୍ଥିତ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମ୍ଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି ।
Related Stories
November 25, 2024