
ନୂଆ ଦିଲ୍ଲୀ |,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ବେଙ୍ଗଲୁରୁରେ ୧୦୦ତମ ଜନୌଷଧି କେନ୍ଦ୍ର, ନମୋ ନିଃଶୁଳ୍କ ଡାଏଲିସିସ କେନ୍ଦ୍ର ଓ ୪ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଶୁଭାରମ୍ଭକୁ ପ୍ରଶଂସା କରିଛନ୍ତି ।
ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବେଙ୍ଗଲୁରୁ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି ।”