ଭଦ୍ରକ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ପଂଚାୟତସ୍ଥିତ ଗଭରପୁର ଗାଁରେ ଅଗ୍ନିକାଣ୍ଡ ଘଟି ପ ।ନନ ବିଶ୍ୱାଳ ଏବଂ ଭୀମସେନ ବିଶ୍ୱାଳଙ୍କ ପା ବଖରା ଘର ଆକସ୍ମିକ ସଂପୂର୍ଣ୍ଣ ପୋଡିଜଳି ନଷ୍ଟ ହୋଇଯାଇଛି । ଏହି ଘଟଣାର ଖବର ପାଇଁ ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ସେଠାରେ ପହ ô ଆର୍ଥିକ ସହାୟତା କରିବା ସହିତ ରନ୍ଧାଖାଦ୍ୟ ଓ ସମସ୍ତ ସରକାରୀ ସହାୟତା ଦେବା ପାଇଁ ବିଡିଓ ଓ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟରେ ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡେଇ, ସ୍ଥାନୀୟ ସମିତିସଭ୍ୟ ପରମେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 22, 2024