
ଭୁବନେଶ୍ୱର, ଆଜି ” ମୋଦୀ-ଆଦାନୀ ମହାମେଗା ସ୍କାମ୍ ” କୁ ବିରୋଧ କରି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଏସବିଆଇ ସମ୍ମୁଖରେ ଆନ୍ଦୋଳନ/ପ୍ରତିବାଦ ସଭା ଅନୁଷ୍ଠିତ ହେବ।ଏଥିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସମେତ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେବେ।