
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ବିୟୋଗରେ ଦୁଃଖିତ । ପଶ୍ଚିମବଙ୍ଗରେ ବିଜେପି ନିର୍ମାଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନିଜ ଆଇନଗତ କୌଶଳ ସାଙ୍ଗକୁ ବୁଦ୍ଧିମତା ପାଇଁ ସେ ସମ୍ମାନିତ ଥିଲେ । ତାଙ୍କ ପରିବାର ପ୍ରତି ସମବେଦନା । ଓମ ଶାନ୍ତି ।”