ଭୁବନେଶ୍ୱର, ନବ ଦାସଙ୍କ ହତ୍ୟା ମାମଲା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚାର ଆନ୍ଦୋଳନ ସମୟରେ ରାଜ୍ୟ ପୋଲିସ ଦ୍ୱାରା ଷଡଯନ୍ତ୍ର କରିବା ଓ ଯୁବ ମୋର୍ଚା କର୍ମକର୍ତାଙ୍କୁ ମାଡ ମାରିବା ମାମଲାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏସପି କାର୍ଯ୍ୟାଳୟ ସାମନାରେ ଧାରଣା ଦିଆ ଯାଉଛି । ଏହି କ୍ରମରେ ଆଜି ଭୁବନେଶ୍ୱର ଡିସିପି ଅଫିସ ସାମନାରେ ବିଜେପି କର୍ମୀ ମାନେ ଧାରଣା ଦେଇଛନ୍ତି ।
Related Stories
November 22, 2024