ଭୁବନେଶ୍ୱର – ପିଆଜ ସମସ୍ୟା କେବଳ ଓଡ଼ିଶା ଭିତରେ ସୀମିତ ନୁହେଁ । ଏହା ଏକ ଜାତୀୟ ବିପତିରେ ପରିଣତ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଅନ୍ୟ ପକ୍ଷରେ ପିଆଜର ଅଭାବ ଦେଖାଦେବା ଏବଂ ଅହେତୁକ ଭାବେ ଦର ବୃଦ୍ଧି ପାଇବା ସ୍ୱୀକାର କରିଛନ୍ତି । ଦେଶରେ ପ୍ରତିଦିନ ୧୨ ଲକ୍ଷ ଟନ୍ ପିଆଜର ଆବଶ୍ୟକତା ରହିଛି । ନାସିକରେ ଏକର ପିଛା ୩ ଟନ୍ ପିଆଜ ଉପôାଦନ ହେଉଥିଲା ବେଳେ ଏବେ ୧୦ କେଜି ଉପôାଦନ ହେଉଛି । ପରିବେଶର ସନ୍ତୁଳନର ଅଭାବ ଓ ବାୟୁ ପ୍ରଦୂଷଣ ପାଇଁ ପିଆଜାର ଅଭାବ ଦେଖାଦେଇଛି ।
Related Stories
October 25, 2024