ଭୁବନେଶ୍ୱର,ଗଜପତି ଜିଲ୍ଲାର ପ୍ରଦୀପ ନାୟକ ଓ ବସନ୍ତ କୁମାର ଦାସଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଜଣାଇଛନ୍ତି ।