
ସମ୍ବଲପୁର, ପିସି ବ୍ରିଜ୍ରୁ ଡେଇଁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘ ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଅଗ୍ନିଶମ ବାହିନୀ ଦ୍ୱାରା ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଶବ ଉଦ୍ଧାର କରାଯାଇଛି । ଉଲ୍ଲେଖନୀୟ ଯେ ଗତକାଲି ପିସି ବ୍ରିଜ୍ରୁ ଡେଇଁ ପଡ଼ିଥିଲେ ଭିସୁଟ ଛାତ୍ରୀ -ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ଡେଇଁ ପଡ଼ିଥିଲେ