ଭଦ୍ରକ – ଧାମନଗର ବ୍ଲକ ଅନ୍ତର୍ଗତ ହସନାବାଦ ପାୟତ ପଙ୍ଗଟା ଗ୍ରାମର ଅମରେନ୍ଦ୍ର ରାଉତଙ୍କ ଘରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ଭସ୍ମିଭୂତ ହୋଇଛି। ଖବର ପାଇ ଧାମନଗର ଦମକଳ କେନ୍ଦ୍ର କର୍ମ·ରୀମାନେ ପହଂଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସµି ପୋଡ଼ି ପାଉଁଶ ହୋଇଥିବାବେଳେ ଅଗ୍ନିକାଣ୍ଡର କାରଣ ଯଣାପଡ଼ିନାହó। ଅଗ୍ନି ବିପର୍ଣ୍ଣ ପରିବାର ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ଓ ଗୃହ େଯାଗାଇ ଦେବାପାଇଁ ପୂର୍ବତନ ସରପ ପ୍ରଦୀପ କୁମାର ମାଝୀ ଦାବି କରିଛନ୍ତି।
Related Stories
October 25, 2024