ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆସନ୍ତା ଫେବୃଆରୀ ୨୭ ତାରିଖରେ ନିଜର ରାୟ ଶୁଣାଇବେ । ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ ଏହି ରାୟ ଶୁଣାଇବେ । କୋର୍ଟ ୧୫ ଡିସେମ୍ବର ୨୦୨୨ ରେ ଏହି ରାୟ ସଂରକ୍ଷିତ ରଖିଛନ୍ତି ।