ଭୁବନେଶ୍ୱର,ଚିଟ୍ ଫଣ୍ଡ ସଂସ୍ଥାର ସମ୍ପତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଚିଟ୍ ଫଣ୍ଡ କୋର୍ଟ । ଶ୍ରୀଭୂମି ଚିଟ୍ ଫଣ୍ଡ ସଂସ୍ଥାର ଖୋର୍ଦ୍ଧା ଜିଲ୍ଲାରେ ଥିବା ୨୪ ଏକରରୁ ଊର୍ଦ୍ଧ୍ୱ ଜମି ବାଜ୍ୟାପ୍ତି ନିର୍ଦ୍ଦେଶ ଦିଆଯାଇଛି । ବାଜ୍ୟାପ୍ତି ଜମି ବିକ୍ରି କରି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଂଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପତି ବାଜ୍ୟାପ୍ତି ଓ ବିକ୍ରି ଲାଗି କଟକ ସ୍ୱତନ୍ତ୍ର ଚିଟ୍ ଫଣ୍ଡ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୨୦୧୭ରେ ସଂସ୍ଥାର ୪୬ ଏକର ଜମି ବାଜ୍ୟାପ୍ତି ଓ ବିକ୍ରି ନିର୍ଦ୍ଦେଶ ଦେଇଥିଲେ ।
Related Stories
November 1, 2024