ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସରକାର ସବୁଜ ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଶ୍ରୀ ମୋଦି କେନ୍ଦ୍ରୀୟ ଭାରି ଶିଳ୍ପ ମନ୍ତ୍ରୀ ଡଃ. ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟ୍ଵିଟ୍ ର ଉତରରେ କହିଛନ୍ତି ଯେ, ଫେମ । । ଯୋଜନା ଅନୁସାରେ ଇଲେକଟ୍ରିକ ବାହନଗୁଡିକ ୨୨.୯ କୋଟି ଲିଟର ଇନ୍ଧନ ବଂଚେଇ ଛନ୍ତି । ଏଥି ସହିତ ୩୩.୯ କୋଟି କିଲୋଗ୍ରାମ ସିଓ୨କୁ କମ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଟ୍ଵିଟ୍ ରେ ଦର୍ଶାଇଛନ୍ତି ଯେ, ସବୁଜ ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।
Related Stories
November 23, 2024