ଭୁବନେଶ୍ୱର,ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରୁ ସ୍ପଷ୍ଟ ଯେ ତଦନ୍ତ ସଂପୂର୍ଣ୍ଣ ବାଟବଣା ହୋଇଛି । ଏହି ହତ୍ୟାର ଜାଂଚ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ସାଂସଦସୁରେଶ ପୁଜାରୀ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବିଜେପି ରାଜନୀତିକରଣ ଚାହୁଁନି, ପ୍ରକୃତ ହତ୍ୟାକାରୀଖୋଜିବା ଚାହୁଁଛି । ହତ୍ୟାରେ ସବୁଠାରୁ ବଡ଼କଥା ହେଲା ମୋଟିଭ ଓ ଇେଂଟନସନ କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।
Related Stories
November 25, 2024