ନୂଆଦିଲ୍ଲୀ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ ଅଧୀନସ୍ଥ କାର୍ଯ୍ୟାଳୟ ନୂଆଦିଲ୍ଲୀ ସ୍ଥିତ ଜାତୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଏବଂ ମହୀଶୂର, ଭୋପାଳ, ଭୁବନେଶ୍ୱର ଏବଂ ସୱାଇ ମାଧୋପୁର ଠାରେ ଅବସ୍ଥିତ ଏହାର ଆଞ୍ଚଳିକ ସଂଗ୍ରହାଳୟ ଚିତାକୁ ଭାରତକୁ ଫେରାଇ ଆଣିବା – ଦେଶର ପ୍ରାକୃତିକ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମକୁ ୧୪ – ୧୮ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜନ କରା ଯାଇଥିଲା ଏବଂ ଏଥିରେ ସମଗ୍ର ଦେଶର ୧୦,୦୬୨ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ ।