ନୂଆଦିଲ୍ଲୀ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣାଚଳ ପ୍ରଦେଶର ଦୁଇ ଦିନିଆ ଗସ୍ତରେ ରହିବେ । ରାଷ୍ଟ୍ରପତି ସେଠାରେ ଅରୁଣାଚଳ ପ୍ରଦେଶର 37 ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ ତଥା ଇଟାନଗରରେ ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କର ସମ୍ମାନରେ ଅନୁଷ୍ଠିତ ଅଭିନନ୍ଦନ ସମାରୋହରେ ଭାଗ ନେବେ ।