ନୂଆଦିଲ୍ଲୀ, ମହାରାଜ ଛତ୍ରପତି ଶିବାଜୀଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ରେ ଉଲ୍ଲେଖ କରିଛନ୍ତି ଯେ, ମହାରାଜ ଛତ୍ରପତି ଶିବାଜୀଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରୁଛି । ତାଙ୍କର ସାହସ ଓ ସୁଶାସନ ଆମକୁ ପ୍ରେରଣା ଯୋଗାଇଥାଏ ।