
ଭୁବନେଶ୍ୱର, ଓଡିଶାରେ ଏଭଳି ସ୍ଥିତି ହୋଇଛି ଯେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଅସୁରକ୍ଷିତ ଅଛନ୍ତି । ଭୁବନେଶ୍ୱର ରାଜଭବନ ଠାରେ ବିଜେପି ପକ୍ଷରୁ ଆୟୋଜିତ ଧାରଣା ସ୍ଥଳରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏହା କହି ଚିନ୍ତା ପ୍ରକଟ କରିଛନ୍ତି । ସେ ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେ କହିଛନ୍ତି ଯେ ବିରୋଧୀ ଦଳ ନେତା ଜୟନାରାୟଣଙ୍କ ନାଁରେ ମିଛ ମାମଲା ହୋଇଛି ।