କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲାପରିଷଦ ର ତୃତୀୟ ଷ୍ଟାଣ୍ଡିଁ କମିଟି ବୈଠକରେ ଜିଲ୍ଲାପରିଷଦ ର ଉପାଦକ୍ଷ ଶ୍ରୀ ସ୍ୱାଧୀନ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା |ଏହି ବୈଠକରେ ପୁରୀ ଜିଲ୍ଲାପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନାରାଣୀ ସ୍ୱାଇଁ ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ର ସଭ୍ୟ ଏବଂ ଷ୍ଟାଣ୍ଡିଁ କମିଟି ର ଅଧ୍ୟକ୍ଷ ମାନେ ଉପସ୍ଥିତ୍ ଥିଲେ |ଉକ୍ତ ବୈଠକରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧିକାରୀ ମାନେ ଯୋଗଦେଇ ପୁରୀ ଜିଲ୍ଲା ର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ |
Related Stories
November 25, 2024