
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏରୋ ଇଣ୍ଡିଆ ୨୦୨୩ର ଝଲକ ଶେୟାର କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପ୍ରତିରକ୍ଷା ଓ ଏରୋସ୍ପେଶରେ ଭାରତର ପ୍ରଗତି ଏରୋ ଇଣ୍ଡିଆ ୨୦୨୩ ପ୍ରଦର୍ଶିତ ହେଉଛି । ଏହା ବିଭିନ୍ନ ଦେଶର ଲୋକଙ୍କୁ ଗୋଟିଏ ମଂଚକୁ ଆଣିଛି ଯେଉଁଠି ସେମାନେ ନିଜ ନବାଚାର ପ୍ରଦର୍ଶନ କରୁଛନ୍ତି ।”
“ଏରୋ ଇଣ୍ଡିଆ ୨୦୨୩ରେ ଅନୁକରଣୀୟ କର୍ଣ୍ଣାଟକ ପ୍ୟାଭିଲିୟନ ପ୍ରଦର୍ଶନ କଲି । ସାରା ଦେଶ ଏରୋସ୍ପେଶ ଶିଳ୍ପ ପ୍ରତି କର୍ଣ୍ଣାଟକର ସମୃଦ୍ଧ ଯୋଗଦାନ ପାଇଁ ଗର୍ବିତ ।”