ଗଞ୍ଜାମ, ଗଞ୍ଜାମ ସହରର ମୁଖ୍ୟ ନାଳରେ ଏକ କୃଷ୍ଣସାର ମୃଗ ଗତକାଲି ଠାରୁ ଖସି ପଡିଥିଲା । ମୃଗଟି ନାଳ ମଧ୍ୟରେ ପଙ୍କ କାଦୁଅରେ ଫସି ରହିଥିଲା । ସ୍ଥାନୀୟ କେତେକ ସ୍ଵେଚ୍ଛାସେବୀ ଏହା ଦେଖିବା ପରେ ଆଜି ସକାଳେ ମୃଗଟିକୁ ଉଦ୍ଧାର କରି ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ବନ ବିଭାଗ କର୍ମଚାରୀ କୃଷ୍ଣଚନ୍ଦ୍ର ବେହେରା ଏବଂ କେ. ଦିନେଶଙ୍କୁ ହସ୍ତାନ୍ତର କରିଛନ୍ତି ।
Related Stories
November 23, 2024
November 23, 2024
November 23, 2024