
ଭୁବନେଶ୍ୱର,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱ ରେଡିଓ ଦିବସ ଅବସରରେ ଶ୍ରୋତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ରେ଼ଡିଓ ଏକ ଶକ୍ତିଶାଳୀ ମାଧ୍ୟମ । ସାମାଜିକ ପରିବର୍ତନ ପାଇଁ ରେଡିଓରେ ଅନେକ ସମ୍ଭାବନା ରହିଥିବାର ପ୍ରମାଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ।