ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହର୍ଷୀ ଦୟାନନ୍ଦଙ୍କ 2 ଶହ ତମ ଜୟନ୍ତୀ ଉପଲକ୍ଷେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଡାଡିୟମରେ ବର୍ଷ ସାରା ଚାଲିବାକୁ ଥିବା ସମାରୋହର ଉଦଘାଟନ କରିବେ ।