ନୂଆଦିଲ୍ଲୀ, କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡକୁ ସମ୍ବୋଧିତ କରିବେ ଓ ମୁମ୍ବାଇରେ ରାଜକୋଷୀୟ ସମକେତ ରୋଡ ମ୍ୟାପ ଓ ଉଚ୍ଚ ପୁଂଜିଗଚ ବ୍ୟୟ ଯୋଜନା ସହ କେନ୍ଦ୍ରୀୟ ବଜେଟର ପ୍ରମୁଖ ବିନ୍ଦୁ ସମ୍ପର୍କରେ କହିବେ ।