ନୂଆଦିଲ୍ଲୀ, ଆୟୁଷ ମନ୍ତ୍ରଣାଳୟ ଆଜି ୟୁନାନୀ ଦିବସ ପାଳନ କରିବ । ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ଅବସରରେ ବିଜ୍ଞାନ ଭବନ, ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେବେ ।