ନୂଆଦିଲ୍ଲୀ, କଳା ସଂସ୍କୃତି ମାଧ୍ୟମରେ ରାଷ୍ଟ୍ରୀୟ ଏକତାକୁ ପ୍ରୋତ୍ସାହନ ଦେବାକୁ ଆଜି ଠାରୁ ଆଜାଦ ମୈଦାନ ଠାରେ ରାଷ୍ଟ୍ରୀୟ ସଂସ୍କୃତି ମହୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହାର ଆୟୋଜନ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା କରାଯିବ ।