ନୂଆଦିଲ୍ଲୀ, ବିରଲା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ଟେକ୍ନୋଲଜିର ଗ୍ରେଟନ ନୋଏଡା ପରିସରରେ ଦୁଇ ଦିନିଆ ବିଜନେସ ଲିଟରେଚର ଫେଷ୍ଟିଭାଲ ଆରମ୍ଭ ହେବ । ଏଥିରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ।