
ଜଗନ୍ନାଥ ପ୍ରସାଦ – ଆଜି ବୁଧବାର ଦିନ ଗଞ୍ଜାମ ଜୀର୍ଲ୍ଲା ଜର୍ଜ ଶ୍ରୀ ରାମଶଙ୍କର ହୋତା ଜଗନ୍ନାଥ ପ୍ରସାଦ ଗସ୍ତ ରେ ଆସି ପ୍ରସ୍ତ୍ୱବିତ jmfc କୋର୍ଟ ର ଭିତିଭୂମି ଯାଞ୍ଚ କରି ସନ୍ତୋଷ ପ୍ରକଟ କରିଛନ୍ତି l ଜଗନ୍ନାଥ ପ୍ରସାଦ ରାଜସ୍ବ ବିଭାଗ ତରଫରୁ ପ୍ରାୟ ୩ ଏକର ରୁ ଉର୍ଦ୍ଧ ଜମି ଉପରେ ଏହି କୋର୍ଟ ନିର୍ମାଣ ହେବାକୁ ସେ ସବୁଜ ସଂକେତ ପ୍ରଦାନ କରିଛନ୍ତି l ଏପରିକି ସେ ଅସ୍ଥାୟୀଭାବେ କୋର୍ଟ କାର୍ଯ୍ୟ ପରିଚାଳନା ପାଇଁ ରାଜସ୍ବ ବିଭାଗ ଅଧୀନ ରାଜସ୍ବ ଡାକ ବଙ୍ଗଳା କୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ତହସିଲ ଦାର ବେଶୁଦେବ ପାଣ୍ଡେ ଙ୍କୁ ନିର୍ଦେଶ ଦେଇଛନ୍ତି l ଜୀର୍ଲ୍ଲା ଜର୍ଜ ଶ୍ରୀ ରାମ ଶଙ୍କର ହୋତା ଙ୍କ ଗ୍ରସ୍ତ ସମୟରେ ଜୀର୍ଲ୍ଲା କୋର୍ଟ ରେଜିଷ୍ଟlର ଶ୍ରୀ ଅମିତ ସ୍ୱରୂପ କୁମାର ସେଠ, ଭଞ୍ଜନଗର ସବ ଜର୍ଜ ସ୍ରୋତସ୍ୱିନୀ କର, ବିଡ଼ିଓ ଅଶୋକ କୁମାର ବେହୁରିୟା, ତହସିଲ ବେଶୁଦେବ ପାଣ୍ଡେ, ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ, ରାଜସ୍ବ ପରିଦର୍ଶକ ସନ୍ତୋଷ କୁମାର ଓଝା, ସ୍ଥାନୀୟ ରାଜସ୍ବ ନୀରିକ୍ଷକ ରଞ୍ଜନ କୁମାର ବରlଡ଼ ପ୍ରମୁଖ ଉପସ୍ଥିତ ରହି ଜାଗା ନିରୂପଣ ଚି଼ହ୍ନଟ ରେ ସହଯୋଗ କରିଥିଲେ, ସେହିପରି ପୂର୍ବରୁ ଗସ୍ତ ର ସୂଚନା ପାଇ ବରିଷ୍ଠ ଆଇନ ଯିବି ପ୍ରଦୀପ୍ତ କୁମାର ପଣ୍ଡା, ରଜନୀ କାନ୍ତ ସ୍ୱାଇଁ, ଅମେରେଶ ମହାପାତ୍ର, ମଣି ଦୀକ୍ଷୀତ, ସରକାରୀ ପି ପି ଦୁଃଖିଶ୍ୟାମ ପ୍ରଧାନ, ଜ୍ୟୋତି ରଞ୍ଜନ ପ୍ରଧାନ, ନୀଳାଞ୍ଚଳ ଖିଲାର, ଜନାର୍ଦନ ପ୍ରଧାନ, ସମେତ ବହୁ ଆଇନ ଯିବି ଜୀର୍ଲ୍ଲା ଜର୍ଜ ଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ l ଅଂଚଳ ବାଶି ଏକ ପ୍ରକାର ଖୁସି ଜାହିର କରିଥିବା ଦେଖିବାକୁ ମିଳିଛି l