-
ଦୁଇଟି ପର୍ଯାୟରେ ଚାଲିବ ବିଧାନସଭା, ୨୪ରେ ଆଗତ ହେବ ୨୦୨୩-୨୪ ବର୍ଷ ପାଇଁ ବଜେଟ
ଭୁବନେଶ୍ୱର, ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆଗାମୀ ୨୧ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ ଓ ଏପ୍ରିଲ ମାସ ୬ ତାରିଖରେ ଶେଷ ହେବ । ଫେବୃଆରୀ ୨୪ ତାରିଖ ଦିନ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିବେ ।
ମିଳିଥିବା ସୂଚନା ଅନୁସାରେ ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଚାଲିବ । ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଚାଲିବ ।