ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଚ୍ରୀୟ ମହିଳା କମିଶନର 31 ତମ ପ୍ରତିଷ୍ଠା ଦିବସ କାର୍ଯକ୍ରମକୁ ସମ୍ବୋଧିତ କରିବେ । କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।